#ଫନି_ପ୍ରତାରିତଙ୍କ_କୋହ
ଫନି ବାତ୍ୟାକୁ ବିତିଲାଣି ୨ ବର୍ଷରୁ ଅଧିକ ସମୟ । ହେଲେ ଏଯାଏ କ୍ଷତିଗ୍ରସ୍ତଙ୍କୁ ମିଳିନି ସହାୟତା ରାଶି । ଫଳରେ ପିପିଲି ତହସିଲ ଅଫିସ ଆଗରେ ଧାରଣାରେ ବସିଛନ୍ତି କ୍ଷତିଗ୍ରସ୍ତ । ଶୀତ ରାତିରେ ଲୋକେ ଘରୁ ବାହାରୁନଥିବା ବେଳେ ଏମାନେ ନ୍ୟାୟ ଓ ପ୍ରାପ୍ୟ ପାଇଁ ଧାରଣାରେ ବସିଛନ୍ତି ।
#Puri #Pipili #Protest #foni #tehsiloffice #justice #Odisha #ArgusNews