#ଫନି_ବାତ୍ୟା_ଉଜାଡ଼ି_ଦେଇଛି_ସୁନା_ସଂସାର
ଏହି ଦୁଇ ମହିଳା ହେଲେ ମଙ୍ଗରାଜପୁର ପୁର ଅଞ୍ଚଳର ସବୁଠାରୁ ବଡ଼ ଯୌଥ ଜେନା ପରିବାରର ବୋହୁ । ଯେଉଁ ପରିବାର ରେ ୪୨ ଜଣ ଭୋଟର ଅଛନ୍ତି । କିନ୍ତୁ ଆଜି ଏ ପରିବାର ଆଉ ଏକାଠି ରହିବା ତ ଦୂରର କଥା ପରିବାର ସଦସ୍ୟ କିଏ କାହା ମୁହଁ ବି ଚାହିଂପାରୁ ନାହାନ୍ତି । କାରଣ ଫନି ବାତ୍ୟା ସବୁ ଉଜାଡ଼ି ଦେଇଛି ।
#mangrajpur #bigfamily #Cyclone #Fani #election #vote #Odisha #ArgusNews