#ଫଳକ_ଲଗାଇ_ଲୁଟିନେଲେ_କୋଟିକୋଟି_ଟଙ୍କା !
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଓମ୍ବାଡିସି ଫଣ୍ଡରେ ଆସିଥିବା ରାସ୍ତା ଟଙ୍କା ହଡପ। ମାଟି ମୁଠାଏ ପଡିନି, କିନ୍ତୁ ସବୁ ଟଙ୍କା ହଡପ ହୋଇଥିବା ଅଭିଯୋଗ। ପ୍ରଶାସନ, ଠିକାଦାର ଓ ରାଜନେତାଙ୍କ ମିଳିଭଗତରେ ଲୁଟିନେଲେ ଟଙ୍କା । ହରିଚନ୍ଦନପୁର ବ୍ଳକରୁ ଦେଖିବା ଆମ ରିପୋର୍ଟ
#ArgusNews #Odisha #ArgusNewsTV #RoadConstruction #Corruption #Keonjhar