ଫଳ ଖାଇ ବଞ୍ଚିଛନ୍ତି 84 ବର୍ଷ ବୟସ୍କ ଆଦିବାସୀ ଧର୍ମ ପରାୟଣ ବୃଦ୍ଧା ଫୁଲମଣି ବାଗେ l ତାଙ୍କର ଦିନଚର୍ଯ୍ୟା, ଭକ୍ତି, ଜ୍ଞାନ କୁ ଦେଖିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ ଅନ୍ତର୍ଗତ ତାରଣା ପଞ୍ଚାୟତ ମାନବୀର ଗ୍ରାମରେ
#ArgusNews #Odisha #ArgusNewsTV #GoodNews #Mayurbhanj #Rairangpur