#ଫସଲବୀମା_ଯୋଜନାରେ_ଚାଷୀଙ୍କୁ_ଲୁଟ୍ !
ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ତୁରେଇ ଗ୍ରାମ ପଞ୍ଚାୟତରେ ଖରିଫ ରୁତୁ ଫସଲ ବୀମାକୁ ନେଇ ଅଭାବନୀୟ ପରିସ୍ଥିତି । ଚାଷୀଙ୍କ ଅଜାଣତରେ ବୀମାଭୁକ୍ତ ହୋଇଛି ଜମି । ବୀମା ରାଶି ଉଠାଇ ନେଉଛନ୍ତି ଦଲାଲ୍ । ଅଭିଯୋଗ ନେଇ ତୁରେଇ ମାଣ୍ଡିଆ ପଡା ଗାଁରୁ ୨୦ ରୁ ଉର୍ଦ୍ଧ ଚାଷୀ ଆସି କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି
#ArgusNews #Odisha #Sambalpur #Farmer_Insurance #PhasalbimaYojana