ଫାଟିଲା ଓପିଜିସି ଆସ୍ ପାଇପ । ନିକଟରେ ଥିବା ଜଳାଶୟକୁ ପଶିଲା ଆସ ମିଶ୍ରିତ ପାଣି । ଝାରସୁଗୁଡ଼ା ବ୍ରଜରାଜନଗରରେ ୯ ତାରିଖରେ ଓପିଜିସି ଆସ ପାଇପ ଫାଟିଥିଲା । ବନହରପାଲି ଗ୍ରାମବାସୀ ଘଟଣା ସ୍ଥଳରେ ପ୍ରତିବାଦ କରୁଛନ୍ତି ।
#Jharsuguda #ashpipeline #toxicslurry #pollutes #OPGC #villagers #protest #ArgusNews