କାହା ସ୍ବାର୍ଥରେ ନିର୍ମାଣ ହୋଇଛି ନାଇଟ୍ ସେଲଟର୍। ବାସହରା କିମ୍ବା ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ରାତ୍ରିଯାପନ ପାଇଁ ନିର୍ମାଣ ହୋଇଛି ଆଶ୍ରୟସ୍ଥଳୀ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ଏବେ ଏହା ଅବହେଳିତ ଅବସ୍ଥାରେ ପଡିରହିଛି।
#nightshelter #overnighter #homeless #Mayurbhanj #Baripada #Winter #Odisha #ArgusNews