#ଫୁଲବାଣୀ_ଟାଉନ_ଥାନାରେ_ଆତ୍ମସମର୍ପଣ_କଲେ_ଦୁଇ_ଜଣ
#ତଦନ୍ତ_ପାଇଁ_ଫୁଲବାଣୀରେ_ପହଞ୍ଚିଲା_କମିସନରେଟ୍_ପୋଲିସର_୪_ଜଣିଆ_ଟିମ୍
ମନୀଷୀଙ୍କ ମୃତ୍ୟୁ ସସପେନ୍ସରୁ ଧିରେ ଧିରେ ହଟୁଛି ପରଦା। ଏହି ମାମଲାରେ ଫୁଲବାଣୀରେ ଆତ୍ମସମର୍ପଣ କରିଛନ୍ତି ଦୁଇଜଣ । ସେମାନଙ୍କ ଭିତରୁ ଜଣେ ସାମ୍ବାଦିକ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନେ ହେଲେ ଦିନେଶ ମହାପାତ୍ର, ମୃତୁଞ୍ଜୟ ମିଶ୍ର ।
#Odisha #ArgusNews #DeathMystery #ManishAnurag #death #case #NavinDas