ଫୁଲୁଛି ବୈତରଣୀ ନଦୀର ଜଳସ୍ତର । ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ 17.83 ମିଟର ଥିବା ବେଳେ ଏଠାରେ ଜଳସ୍ତର ସକାଳ 10ଟା ସୁଦ୍ଧା 18.42 ମିଟରରେ ଜଳ ପ୍ରବାହିତ ହେଉଛି
#Bhadrak #BaitaraniRiver #Waterlevel #Odisha #ArgusNews