#ଫେରିଲା_କି_ନିର୍ବାଚନୀ_ହିଂସା
#ଗଞ୍ଜାମ_ଚିକିଟିରେ_ନାମାଙ୍କନକୁ_ନେଇ_ମରଣାନ୍ତକ_ଆକ୍ରମଣ
#ଆକ୍ରମଣରେ_ଗୁରୁତର_ତିନି_ବିଜେପି_କର୍ମୀ
ପୁଣି ଫେରିଲା ପ୍ରାକ ନିର୍ବାଚନୀ ହିଂସା । ଗଞ୍ଜାମରେ ବୁଲିଲା ଖଣ୍ଡା, ବିଜେପି ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ । ରକ୍ତାକ୍ତ ସଂଘର୍ଷରେ ବହୁ ଲୋକ ଆହତ ହୋଇଛନ୍ତି । ଜଗତସିଂହପୁର ବାଲିକୁଦାର ଅଳାବୋଳା ପଞ୍ଚାାୟତରେ ଶାସକ ଦଳ ସମର୍ଥନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ହାତାହାତି ପରିସ୍ଥିତି ଉପୁଜିଛି ।
#PanchayatElections #electionviolence #Ganjam #Politicalviolence #ATTACK #Odisha #ArgusNews