#ଫେଲ_ମାରିଛି_ଭର୍ଚୁଆଲ_ଟ୍ୟୁଟୋରିଆଲ !
ଉତ୍କଳ ବିଶ୍ବବିଦ୍ୟାଳୟରେ ଫେଲ ମାରିଛି ଇନିସିଏଟିଭ କାର୍ଯ୍ୟକ୍ରମ ଭରଚୁଆଲ ଟ୍ୟୁଟୋରିଆଲ । ୱେବସାଇଟରେ ଅପଲୋଡ ହୋଇପାରୁନି ସବୁ ବିଷୟ । ଅନ୍ୟପଟେ ପଢିବା ପାଇଁ ପିଲାଙ୍କୁ ମିଳି ପାରିନି ଟ୍ୟାବଲେଟ । ଦେଖିବା ଏହି ରିପୋର୍ଟ
#UtkalUnivesity #DDCE #virtualtutorial #Tablet #Planfailed #Odisha #ArgusNews