ପଦାର ପଡିଲା ଓଡ଼ିଶାରେ ବିକାଶର ଅସଲ ଚିତ୍ର । ଆଜି ପ୍ରକାଶ ପାଇଥିବା ନିତୀ ଆୟୋଗର ଏସଡିଜି ଇଣ୍ଡେକ୍ସ ରିପୋର୍ଟରେ ବିଭିନ୍ନ ଗୋଲରେ ପଛରେ ଓଡ଼ିଶା। ପ୍ରାୟ 6ଟି ଇଣ୍ଡେକ୍ସରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ
#ArgusNews #Odisha #NewsChannel #ArgusNewsTV #Niti_AyogReport #Odisha_Fail #SDG_Index_Report