#ଫେଲ_ମାରିଛି_ବିଜୁ_ଆଦର୍ଶ_କଲୋନୀ_ଯୋଜନା
#ଲଲିପପ_ଦେଖାଇ_ଲୋକଙ୍କୁ_ଠକି_ଦେଲା_ପୌରପ୍ରଶାସନ
ଆଗକୁ ଆସୁଛି ପୌର ନିର୍ବାଚନ । ହେଲେ ଏହି ଦୃଶ୍ୟ ସବୁ ଦେଖିଲେ ଲାଗୁଛି,ଯେମିତି ପୌରପାଳିକା ସବୁ ଦେଖି ଆଖି ବୁଜି ଦେଇଛି । ତେବେ ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଯୋଡା ପୌରାପାଳିକା ଅନ୍ତର୍ଗତ ଟଲକ ହାଟିଂର । ଏଠାରେ ଲୋକେ କିଭଳି ଦୁଃଖରେ କାଳ କାଟୁଛନ୍ତି ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ
#Keonjhar #BijuAdarshaColonyYojana #Odisha #ArgusNews