ଫେସବୁକରୁ ବନ୍ଧୁତ୍ୱ ପୁଣି ପ୍ରେମ ଆଉ ତାପରେ ପ୍ରତାରଣା ! ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବେଳର ଭିଡିଓ ମୋବାଇଲରେ କଏଦ କରି କରି ଚାଲିଛି ବ୍ଲାକ ମେଲିଙ୍ଗ। ଜଣେ ବିଧବା ମହିଳା ଙ୍କ ଠାରୁ ୬ ଲକ୍ଷ ସହ ଅନେକ ମୂଲ୍ୟବାନ ସାମଗ୍ରୀ ନେଇଗଲେ ଭୁବନେଶ୍ୱର ର ଜଣେ ସରକାରୀ ବାବୁ !
#Rourkela #Facebook #cheating #allegations #LoveSexDhoka #blackmail #policestation #PoliceCase #Odisha #ArgusNews