ଭଉଣୀଙ୍କ ପାଇଁ ଫେସବୁକରେ ବିଷ ଉଗାଳିଲେ, ଧାବିକା ଦୂତୀ ଚାନ୍ଦ। ଲେଖୁ ଲେଖୁ ଲେଖିଦେଲେ, ମୋ ଭଉଣୀ ଭଲ ନୁହେଁ, ଗୋଟେ ଝିଅ ସହ ତାର ରିଲେସନ ଅଛି। ସବୁଠାରୁ ବଡ଼ କଥା ହେଲା, ସେ ଝିଅଟା ଓଡ଼ିଆ ନୁହେଁ ବାଲାଂଦେଶୀ। ଆଉ ଦୁହିଁଙ୍କ ସମ୍ପର୍କ କେବଳ ଖେଳ ପଡିଆ କି କୋଚିଂ ଭିତରେ ସୀମିତ ନାହିଁ ବରଂ ସୀମା ସହରଦ ଡେଇଁ ବେଡରୁମ ଯାଏଁ ପହଞ୍ଚି ଯାଇଛି।
#DuteeChand #Olympicathlete #facebook #Odisha #ArgusNews