ବଂଶଧାରା ଜଳକୁ ନେଇ ବଢ଼ିଲା ଆନ୍ଧ୍ର ଓ ଓଡ଼ିଶା ବିବାଦ । କ୍ଷତିଗ୍ରସ୍ତ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନ ପାଇଁ ଯିବ ବିଜେପି ଟିମ । ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡ଼ିଶା ବିପକ୍ଷରେ। ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ଦଳ ।
#ArgusNews #Odisha #Andhra #Odisha #AndhraOdishaBibada #BansadharaRiver #BJP