#ଜାତୀୟସ୍ତରରେ_ସେ_ଥିଲେ_ଜଣେ_ଅଗ୍ରଣୀ_ବକ୍ସର
ଜିତିଥିଲେ ଗୋଟିଏ ପରେ ଗୋଟିଏ କରି ଏକାଧିକ ପଦକ । ୧୯୮୧ ରୁ ୧୯୯୧ ଯାଏଁ ୧୦ ବର୍ଷ ଧରି ରିଂ ରେ ସେ ଥିଲେ ଅସାଧାରଣ ଯୋଦ୍ଧା । ପ୍ରତିପକ୍ଷଙ୍କୁ ଧରାଶାୟୀ କରି ପାଉଥିଲେ କରତାଳି ଆଉ ପ୍ରଶଂସା । ଏବେ ଜୀବନ ଯୁଦ୍ଧରେ ଦାରିଦ୍ର୍ୟ ତାଙ୍କୁ ହରାଇଦେଇଛି । ବିଗତ ୩ ମାସ ଧରି ସେ ଘର ଭଡା ଦେଇ ପାରିନଥିବା ବେଳେ ଶଯ୍ୟାଶାୟୀ ପତ୍ନୀଙ୍କୁ ଚିକିତ୍ସା ପାଇଁ ସକ୍ଷମ ହୋଇପାରୁନାହାନ୍ତି ରାଉରକେଲା ନିବାସୀ ରାମେଶ୍ୱର ରାୟଗୁରୁ ।
#ArgusNews #Odisha #Rourkela #Boxer #Poverty #GoodNews