ରାଜନୈତିକ ଫାଇଦା ହାସଲ କରିବାପାଇଁ ବଜରଙ୍ଗ ଦଳ ଓ R.S.Sକୁ ବଦନାମ କରିବାର ଅପଚେଷ୍ଟା କରୁଛନ୍ତି କିଛି ଲୋକ । ଏହି ରାଷ୍ଟ୍ରଦ୍ରୋହୀ ଓ ହିନ୍ଦୁ ବିଭାଜନକାରୀମାନଙ୍କୁ ସଂଗଠନ ତରଫରୁ ଦୃଢ ମୁକାବିଲା କରିବାର କ୍ଷେତ୍ର ପ୍ରସ୍ତୁତି କରାଯିବ । ଯଦି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ବାଧ୍ୟ ହୋଇ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବାପାଇଁ ସଂଗଠନ ପକ୍ଷରୁ କହିଛନ୍ତି l
#ArgusNews #Odisha #Jajpur #Bari #RSS #BajrangDal