#ବଜାରକେ_ଆସଲା_ସମ୍ବଲପୁରୀ_ରାକ୍ଷୀ
ସମ୍ବଲପୁରୀ କପଡାର ବିଶ୍ଵଦରବାରରେ ଚାହିଦା ରହିଥିବାର୍ ବେଲକେ ଇଥର ବଜାରକେ ଆସିଛେ ସମ୍ବଲପୁରୀ ରାକ୍ଷୀ । ଇ ବରଷ୍ ପହେଲା କରି ବଜାରକେ ସମ୍ବଲପୁରୀ ରାକ୍ଷୀ ଆସିଥିବାର ଲାଗି ଗ୍ରାହକ ମାନକର୍ ଭିଡ୍ ସାଙ୍ଗେ ଭଏନ୍ ମାନେ ଭିଲ୍ ବେଶୀ ଖୁସି ଅଛନ୍।
#ArgusNews #Odisha #Sambalpur #rakhi2021 #Sambalpurirakhi