#ବଜାରରେ_ନକଲି_କରୋନା_ଔଷଧ
କଟକରେ ଏକ ଗୋଦାମରୁ ମିଳିଛି ନକଲି ଫାବି ପିରାଭିର । ଯାହାର ଆମୁମାନିକ ମୁଲ୍ୟ 69 ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହି ନକଲି ରାକେଟର ଚେର ରାଜ୍ୟ ବାହାରକୁ ଲମ୍ବିଛି । ତେବେ ଓଡିଶା ବଜାରରେ ଏହି ଔଷଧ ବିକ୍ରି ହୋଇଛି କି ନାହିଁ ସେନେଇ ଖୋଳତାଡ ଜାରି ରହିଛି ।
#ArgusNews #ArgusNewsTv #Odisha #Cuttack #corona #Fake_Corona_Medicine