ବଜିନ୍ଦ୍ର ସିଂ ଓ ରାକ୍ଷୀ ସାଓ୍ବନ୍ତଙ୍କ ବିରୋଧରେ କଟକରେ ଡିଜିପିଙ୍କୁ ଏତଲା ଦେଲା ହିନ୍ଦୁ ସେନା। ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଡିଜିପିଙ୍କୁ ଭେଟି ଏତଲା ଦେଇଛି।
#BajinderSingh #RakhiSawant #Prophet #Superstition #Balangir #conversion #alleged #Fir #OdishaNews #ArgusNews