#ଜୀବନ_ବଞ୍ଚେଇବା_ପାଇଁ_ଆକୁଳ_ନିବେଦନ_କରୁଛନ୍ତି_ଦିବ୍ୟାଶା
#ଛୋଟ_ବେଳୁ_ସେ_କିଡନୀ_ରୋଗରେ_ଆକ୍ରାନ୍ତ
କଟକର ଦିବ୍ୟାଶା ସାହୁ କିଡନୀ ରୋଗରେ ଆକ୍ରାନ୍ତ । ଉଭୟ ବାପା ଓ ମାଆ ଦୁନିଆରୁ ବିଦାୟ ନେଇସାରିଥିବା ବେଳେ ଏକ ସ୍ବେଚ୍ଛାସେବୀ ସଙ୍ଗଠନର ସହାୟତାରେ ଚାଲିଛି ଚିକିତ୍ସା ।
#Cuttack #dibyasahoo #kidneyproblems #failure #help #Odisha #ArgusNews