#ବଡଦାଣ୍ଡରେ_ଅସ୍ଥାୟୀ_ବାରିକେଡ_ନିର୍ମାଣ_କଲା_କିଏ ?
#ନିର୍ମାଣରେ_କେତେ_ହୋଇଛି_ଖର୍ଚ୍ଚ_ମିଳୁନି_ହିସାବ ?
ସିଂହଦ୍ଵାର ନିକଟରେ ଅସ୍ଥାୟୀ ବ୍ୟାରିକେଡ୍ ନାମରେ ଲକ୍ଷଲକ୍ଷ ଟଙ୍କା ବରବାଦ ଅଭିଯୋଗ । ସର୍ବସାଧାରଣଙ୍କ ରାସ୍ତା ଅବରୋଧ କରୁଥିବା ଓ ଯାତାୟତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟାରିକେଡକୁ ତୁରନ୍ତ ହଟାଇବା ପାଇଁ ପୁରୀବାସୀ ଦାବି କରିଛନ୍ତି ।
#Puri #jagannathtemple #SinghaDwara #Temporarybarricades #OdishaCM #Odisha #ArgusNews