#ବଡସାହିରେ_ବଡ_ଦୁର୍ନୀତି !
ଖେଳପଡିଆ ଉନ୍ନତିକରଣ ନାଁରେ ବଡ ଘୋଟାଲା। ଖାନୁଆ ପଞ୍ଚାୟତରେ ଦୁଇ ଦୁଇଟି ଖେଳପଡିଆ ଉନ୍ନତିକରଣ ନାଁରେ ଟଙ୍କା ଚଳୁ। ଖେଳ ଭିତ୍ତିଭୂମିର ବିକାଶ ପାଇଁ ଆସୁଛି ଟଙ୍କା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିଖୋର ମନୋବୃତ୍ତି ଯୋଗୁ କାମରେ ଲାଗୁପାରୁନି। ଆଉ ଅଭିଯୋଗ ପରେ ବି ପ୍ରଶାସନ ଚୁପ
#ArgusNews #Odisha #Mayurbhanja #Playground #Scam #Corruption #Badasahi