କଟକ ବଡ଼ମ୍ବା ଜାନିସାହିରେ ପ୍ରଶାସନକୁ ଘେରିଲେ ବିଜେପି କର୍ମୀ । ଶାସକ ଦଳ ସମର୍ଥିତ ପ୍ରାର୍ଥୀ ଆଚରଣବିଧି ଉଲଂଘନ କରିଥିବା ଅଭିଯୋଗ । ସେମାନ ନିଜର ପୋଷ୍ଟର ଓ ବ୍ୟାନରରେ ବିଧାୟକ ଦେବୀ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଫଟୋ ଲଗାଇଛନ୍ତି । ଯାହାକୁ ବିରୋଧ କରିଛି ବିଜେପି । ବ୍ୟାନର ପୋଷ୍ଟର ହଟାଇବାକୁ ଅତିରିକ୍ତ ତହସିଲଦାର ତପନ ପରିଡା ଏବଂ ପୋଲିସ ଅଧିକାରୀ ନିରଞ୍ଜନ ଦାସଙ୍କ ନିକଟରେ ଦଳ ଅଭିଯୋଗ କରିଛି ।
#BJPworker #BJP #administration #poster #banner #MLA #MLADeviMishra #Tahsildar #police #cuttack #badamba #janasahi #Odisha #ArgusNews