ଆଲୁମିନିୟ ମିସ୍ତ୍ରୀରୁ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବଡିବିଲ୍ଡର ସୁରେନ୍ଦ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ରହଣିଆ ଗ୍ରାମର ଯୁବକ ସୁରେନ୍ଦ୍ର ଦାସ, ଆଜକୁ ୪ବର୍ଷ ହେବ ଲଗାତର ଭାବେ ବିଭିନ୍ନ ବଡିବିଲିଂ ପ୍ରତିଯୋଗିତାରେ ଭାଗନେଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।
#bhadrak #bodybuilder #surendra #money #help #Odisha #ArgusNews