ଦକ୍ଷିଣ ଓଡ଼ିଶାର ସର୍ବବୃହତ ହସ୍ପିଟାଲ କୁହାଯାଉଥିବା mkcgର ଅବସ୍ଥା ଅତି ସାଂଘାତିକ । ମେଡ଼ିକାଲର ଏକାଧିକ ବିଭାଗ କୋଠା ଭିତ୍ତିଭୂମି ଅସଜଡା । କେଉଁଠି ରୋଗୀଙ୍କ ପାଇଁ ବେଡ ନାଇଁତ କେଉଁଠି ଡାକ୍ତର । ଦେଖିବା ଏହି ରିପୋର୍ଟ
#southOdisha #Brahmapur #mkcg #Hospital #Doctorproblem #ArgusNews