#ବଡ_ଦଳାଚକଟା_ଅଳ୍ପକେ_ବର୍ତ୍ତିଗଲା
#ଶୃଙ୍ଖଳିତ_ଦର୍ଶନ_ପାଇଁ_ପ୍ରଶାସନର_ପ୍ରଚେଷ୍ଟା_ଉପରେ_ଲାଗିଲା_କି_ପ୍ରଶ୍ନବାଚୀ ?
#କେଉଁଠି_ରହିଲା_ବ୍ୟବସ୍ଥାରେ_ତ୍ରୁଟି ?
ଶୃଙ୍ଖଳିତ ଦର୍ଶନ ପାଇଁ ରହିଛି ଲମ୍ବା ଧାଡିର ବ୍ୟବସ୍ଥା । ଲାଗିଛି ଅନେକ ଚେକ ପୋଷ୍ଟ । ମାତ୍ର ଏହା ସତ୍ତ୍ବେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ଦୋଳପୂର୍ଣ୍ଣମୀରେ ପ୍ରଭୂଙ୍କ ରାଜରାଜେଶ୍ବରୀ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼ । ଜନସମୁଦ୍ର ପାଲଟିଥିଲା ବଡଦାଣ୍ଡ ।
#Puri #holi #festival #JagannathTemple #srimandira #Odisha #ArgusNews