ବଡ ବିଜ୍ଞାପନ ମାଧ୍ୟମରେ ପ୍ରତିବାଦ । ଓଡ଼ିଶାରେ ଶିଳ୍ପ ସଂସ୍ଥା ଗୁଡିକୁ କାହିଁକି ମିଳୁନି ଲୁହା ପଥର । କଞ୍ଚାମାଲ ଅଭାବ ଯୋଗୁଁ ବନ୍ଦ ହେବା ପରିସ୍ଥିତିରେ ରାଜ୍ୟର ଅନେକ MSME ଶିଳ୍ପ । ବଡ ମାଇନସ ମାଲିକ କ୍ୟାପଟିଭ ମାଇନକୁ ଖୋଳି ଚଢା ଦରରେ ବିଦେଶରେ ବିକୁଛନ୍ତି । ଆଉ ବରବାଦ ହେଉଛନ୍ତି ସ୍ଥାନୀୟ ଉଦ୍ୟୋଗୀ ।
#ArgusNews #Odisha #Mining #Industries #MSME #Advertisement #RawMaterials #Entrepreneur