#ବଢିବାରେ_ଲାଗିଛି_କରୋନା_ଆକ୍ରାନ୍ତଙ୍କ_ସଂଖ୍ୟା
#ମେଳା_ମହୋତ୍ସବ_ଉପରେ_ଲାଗିଛି_କଟକଣା
ରାଜ୍ୟ ରେ ଦିନକୁ ଦିନ କୋରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ କୁ ଆଖିରେ ରଖି ଜାନୁଆରୀ ମାସରେ ମେଳା ମହୋତ୍ସବ ଉପରେ ଲାଗିଛି କଟକଣା । ସ୍ଵତନ୍ତ୍ର ରିଲିଫ କମିସନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ଜୋରଦାର ଚଢ଼ାଉ ଜାରି ରହିଛି ।
#Bhubaneswar #COVID19 #coronavirus #festival #januaryguidelines #SRC #Odisha #ArgusNews