#ବଢିଲା_12_ବିଧାୟକଙ୍କ_ଅଡୁଆ !
ଲାଭଜନକ ପଦରେ ଥିବା ବିଧାୟକଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସଙ୍କ ଖଣ୍ଡା। ଲାଭଜନ ପଦରେ 12 ବିଧାୟକ ଥିବା ନେଇ ହାଇକୋର୍ଟରେ ମାମଲା ପରେ କୋର୍ଟ ନଭେମ୍ବର 8 ମଧ୍ୟରେ ଏ ନେଇ ନିଷ୍ପତ୍ତି ନେବାକୁ ରାଜ୍ୟପାଳଙ୍କୁ କହିଛନ୍ତି । କୋର୍ଟଙ୍କ ଏ ନିର୍ଦ୍ଦେଶ ଏବେ ରାଜ୍ୟ ରାଜନୀତିରେ ନୂଆ ଝଡ ସୃଷ୍ଟି କରିଛି
#ArgusNews #Odisha #ArgusNewsTV #MLA #Office_Profit #HighCourt