ବଢୁଛି ଆତ୍ମହତ୍ୟା । ଜୀବନକୁ ତୁଛ କରିବାର ପ୍ରବଣତା, ମଣିଷକୁ କବଳିତ କରୁଛି ପ୍ରତି ମୁହୂର୍ତ୍ତରେ । ଯେତେବେଳେ ମନୋବଳ ଭାଙ୍ଗିଯାଏ । ଜଣେ ସାହାସ ହରାଇ ବସେ, ନିଜ ସହ ସମସ୍ତଙ୍କ ଉପରୁ ବିଶ୍ବାସ ତୁଟାଇ ଦିଏ । ସେତେବେଳେ ମୃତ୍ୟୁ ମନସ୍କ ହୋଇପଡେ ମଣିଷ ।
#tension #study #helpless #Odisha #ArgusNews