ଡରାଉଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ବର ଓ ରାଉରକେଲାରେ ଡେଙ୍ଗୁ କାୟା ମେଲାଉଛି। ଭୁବେନଶ୍ବରରେ ଏବେ ସୁଦ୍ଦା ସଂଖ୍ୟା 5 ଶହ ମୁହାଁ ହୋଇଥିବା ବେଳେ ରାଉରକେଲାରେ 15 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସପିଟାଲେ ଡେଙ୍ଗୁ ରୋଗୀଙ୍କ ପାଇଁ ମୋଟ 30 ଟି ବେଡ ଥିବାବେଳେ ବଢୁଥିବା ରୋଗୀ ସଂଖ୍ୟା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି।
#ArgusNews #Odisha #BBSR #Dengue #Symptoms