କୂଳ ଖାଉଛି ବୁଢାବଳଙ୍ଗ । ଭୟ ଏବଂ ଆଶଙ୍କା ଭିତରେ ନଦୀକୂଳିଆ ଲୋକେ । ବିପଦସଂକୁଳ ଅବସ୍ଥାରେ ନାଖରା ସେତୁ ପେଚିଂ ପାଇଁ ପଥର ଆସିଛି, ବର୍ଷେ ହେବ ରାସ୍ତା କଡରେ ଗଦା ହୋଇଛି । ଯେଉଁଥି ପାଇଁ ଭୟରେ ମୟୁରଭଞ୍ଜ ଜିଲ୍ଲା ପାଟୁଳିପୁରା ପଞ୍ଚାୟତର ନାଖରା ଗ୍ରମବାସୀ ।
#Mayurbhanj #River #odisha #ArgusNews