କାନ୍ଦୁଛି ଚାଷୀ। କେଉଁଠି ଟୋକନ ଟେନସନ ତ କେଉଁଠି କଟନୀ ଛଟନୀର ଶିକାର ହେଉଛି ଚାଷୀ। ଅନ୍ୟ କେଉଁଠି ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷୀର ପରିଶ୍ରମ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ସମାନ ଦୃଶ୍ୟ। କେବେ ଦୂର ହେବ ଚାଷୀର ଦୁଃଖ ତାହା ଏବେ ବଡ ପ୍ରଶ୍ନ।
#ArgusNews #Odisha #pipili #Jharsuguda #malkangiri #farmerproblem