#ବଣପାହାଡ_ଘେରା_ମେସୁଗୁଡା_ଗାଁ
ବଣପାହାଡ ଘେରା କୋରାପୁଟ ଜିଲ୍ଲା ବ୍ୟପାରିଗୁଡା ବ୍ଲକ ଅନ୍ତର୍ଗତ ମେସୁଗୁଡା ଗାଁ । ଗାଁରେ ପାଖାପାଖି ୩୦ ରୁ ଅଧିକ ଆଦିବାସୀ ପରିବାରର ୧୫୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ହେଲେ ଦୁଃଖର କଥା ବିକାଶ କଣ ଏମାନେ ଜାଣିନ୍ତି ନାହିଁ କି ସରକାରଙ୍କ କୌଣସି ଉନ୍ନୟନମୂଳକ ଯୋଜନା ଆଜି ପର୍ଯ୍ୟନ୍ତ ଏମାନଙ୍କ ପାଖରେ ପହଂଚିନାହିଁ ।
#Koraput #jungle #tribalpeople #family #CMOOdisha #manojdas #Odisha #ArgusNews