#ବଣ୍ଡାଘାଟିରେ_ବିପର୍ଯ୍ୟସ୍ତ_ସ୍ବାସ୍ଥ୍ୟସେବା
#କାମ_କରୁନି_ବୁଲେଟ୍_ଆମ୍ବୁଲାନ୍ସ
ବଣ୍ଡାଘାଟିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । କାମ କରୁନି ବୁଲେଟ୍ ଆମ୍ବୁଲାନ୍ସ । ବୁଲେଟ ଚଳାଉଛନ୍ତି ଅଜଣା ଯୁବକ । ଉପାନ୍ତ ଅଂଚଳରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବା ଉପରେ ଉଠିଲା ପ୍ରଶ୍ନବାଚୀ
#Malkangiri #BoatAmbulanceFail #Odisha #ArgusNews