#ବଣ୍ଡା_ଘାଟିରେ_ବିକାଶ_ଅପହଞ୍ଚ
ବାଟ ହୁଡିଛି ବିକାଶ । ବଣ୍ଡା ଘାଟିର ଅନ୍ଧାରୀ ଗାଁର ଦୁର୍ଗମ ରାସ୍ତା ଚଢିପାରୁନି ବିକାଶ । ବର୍ଷ ବର୍ଷ ପରେ ବି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ।
#odisha #ArgusNews #Bandaghati #humanrights #Malkangiri #BasicNeed #RoadProblem #DrinkingWater #AWAS