ବଣ ଜଙ୍ଗଲରେ ପରିପୂର୍ଣ୍ଣ ଧଉଳିରେ ହସ୍ତ ଶିଳ୍ପ ବଜାର !
ଶାନ୍ତି ସ୍ତୁପ ଧଉଳିରେ ହସ୍ତ ଶିଳ୍ପ ବଜାର ପାଇଁ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା । ହେଲେ ଏହି ବଜାର ଏବେ ବଣ ଜଙ୍ଗଲରେ ପରିପୂର୍ଣ । ଖର୍ଚ୍ଚ ହୋଇଥିବା ରାଜସ୍ୱ ଟଙ୍କା କାହା ସ୍ୱାର୍ଥରେ ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ । ଦେଖନ୍ତୁ ଏହି ରିପୋର୍ଟ
#Bhubaneswar #Dhauli #HandicraftBazaar #Underdevelopment #OdishaGovt #TouristPlace #ArgusNews