ବଦନାମ୍ ମନ୍ତ୍ରୀ ତାଲିକାରେ କ୍ୟାପଟେନ୍ । ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତା ମର୍ଡର ଓ ମାହାଲିଙ୍ଗ ଯୌନ କେଳେଙ୍କାରୀ ମାମଲାରେ ମନ୍ତ୍ରୀ ବିବାଦରେ । ବିବାଦରେ ରାଜ୍ୟ ସରକାରଙ୍କ ୯ ପାୱାରଫୁଲ୍ ମିନିଷ୍ଟର । ଆଗକୁ ପଞ୍ଚାୟତ ନିର୍ବାଚନ । ଆଉ ବଦନାମ ଚେହେରାକୁ ନେଇ କେମିତି ଲୋକଙ୍କ ପାଖକୁ ଯିବ ସରକାରୀ ଦଳ ତାହା ଏବେ ଶାସକ ଦଳ ପାଇଁ ମୁଣ୍ଡ ବିନ୍ଦାର କାରଣ ପାଲଟିଛି ।
#MamitaMurderCase #JusticeforMamita #DibyaShankarMishra #MahalingaCollege #GovindSahu #Kalahandi #Odisha #ArgusNews