ସରକାରଙ୍କ ପାଇଁ ବଢିଲା ଅଡୁଆ । ବଦନାମ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ବିରୋଧିଙ୍କ ଟାର୍ଗେଟରେ ସରକାର । ବିରୋଧି କହିଲେ ରାଜ୍ୟରେ ମାତିଛି ଶଙ୍ଖାସୁର । ଶଙ୍ଖାସୁରକୁ ବଧ କରିବେ ମହାପ୍ରଭୁ ଜଗନ୍ନାଥ ।
#DibyaShankarMishra #Opposition #BJD #Congress #Controversy #OdishaGovt #ArgusNews