ରାଜ୍ୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଅନେକ ପ୍ରଚାର, ଅନେକ ବିତର୍କ । ସମସ୍ତଙ୍କୁ ମାଗଣ ଚିକିତ୍ସା ଯୋଗାଇବାର ଲକ୍ଷ୍ୟ ନେଇ ଅଗଷ୍ଟ ୧୫ ୨୦୧୮ରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏ ତିନି ବର୍ଷ ଭିତରେ ଚାରିଆଡୁ ଆସିଛି ପୁଳ ପୁଳା ଅଭିଯୋଗ। ଏବେ ପୁଣି ସ୍ବାଧିନତା ଦିବସରେ କାର୍ଡ ଅପଗ୍ରେଡ୍ ହେବ କିନ୍ତୁ ଏହାସହ ବଦଳିବକି ସ୍ବାସ୍ଥ୍ୟ ସୁବିଧା ।
#ArgusNews #Odisha #GovtOdisha #bijuswasthyakalyanyojana #cmoodisha #Free