#ବଧୂ_ହତ୍ୟ_ଅଭିଯୋଗରେ_ସ୍ବାମ_ଶାଶୂ_ଓ_ଶ୍ବଶୂର_ଗିରଫ !
ବାଲେଶ୍ବର ଜିଲ୍ଲା ଖଇରା ଥାନା ସରସତିଆ ଗାଁରେ ଘଟିଛି ଏ ଘଟଣା । ବୋହୂ ସସ୍ମିତା ଦାସଙ୍କର ଗତ ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ସସ୍ମିତାଙ୍କୁ ଶାଶୂ ଘର ଲୋକେ ମାରି ଦେଇଥିବା ନେଇ ଖଇରା ଥାନାରେ ଅଭିଯୋଗ କରିଥିଲେ ବାପଘର ଲୋକେ
#ArgusNews #Odisha #ArgusNewsTV #Balasore #Murder #khaira