ସାପ ଧରାଳିଙ୍କ ସହାୟତାରେ ବନ ବିଭାଗ ଅଜଗର ସାପକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ବେଳେ ଖବର ପାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ସେଇ ଖୋଲ ଭିତରେ ସାପଟି କିଛି ଅଣ୍ଡା ଦେଇ ତାକୁ ଜଗି ଥିବାର ଦେଖି ପାଇ ଥିଲେ ।
#ArgusNews #ArgusNewsTV #Odisha #SnakeRescue