ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ସହ ଜଳସ୍ତର ମଧ୍ୟ ହ୍ରାସ ପାଉଛି । ପୂର୍ବରୁ ୨୮ଟି ଗେଟ୍ ଯୋଗେ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।
#Flood #Athagarh #Baliapal #Cuttack #Balasore #MundaliBarrage #HirakudDam #Odisha #ArgusNews