ବନ୍ଧା ହେଲା ୪୨୦ ଠକ । ସବ ଇନସ୍ପେକ୍ଟର ପରିଚୟ ଦେଇ ପୋଲିସକୁ ଲଗାଇଥିଲା ଚୂନ । ଗିରଫ ଠକ ନିଜକୁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସବ ଇନସ୍ପେକ୍ଟରର ପରିଚୟ ଦେଇ ଲେଫ୍ରିପଡା ଥାନା ଅଧିକାରୀଙ୍କୁ ଠକିଥିଲା । ଠକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଚତୁର୍ଭୁଜ ତରାଇ ଓରଫ ମାନସ ଦାସ ଓରଫ ଦୀପକ ପଣ୍ଡା ।
#Mayurbhanj #arrested #SubInspector #police #Odisha #ArgusNews