ବନ୍ଧୁକ କାରବାରରେ ହତ୍ୟା ଅଭିଯୁକ୍ତ। କିଶୋର କୁମାର ମହାରଣାକୁ ଗିରଫ କଲା ଏସଟିଏଫ । ଅଭିଯୁକ୍ତ ନିକଟରୁ ଗୋଟିଏ 9MM ପିସ୍ତଲ୍ ସହ ୫ଟି ଗୁଳି ଜବତ୍ ହୋଇଛି । କିଶୋର ନାଁରେ ରହିଛି ଅନେକ ଅପରାଧିକ ମାମଲା ।
#Bhubaneswar #Arrest #Accused #arrested #KishoreKumarMaharana #criminal #ArgusNews