ବନ୍ଧୁକ ମୁନରେ ଏଟିଏମ୍ ଗାଡ଼ି ଲୁଟ୍ କଲେ ଦୁର୍ବୃତ୍ତ । ଆଠଗଡ଼ରୁ ନରସିଂହପୁର ଯାଉଥିବା ସମୟରେ ଆଙ୍କୁଲା ନିକଟରେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଗନ୍ ମ୍ୟାନଙ୍କୁ ଆକ୍ରମଣ କରି ଗାଡ଼ିଟିକୁ ଛଡେଇ ନେଇଥିଲେ।
#ATMRobbery #Athagarh #driver #Gunpoint #Attack #Odisha #ArgusNews