ଗନ୍ ଡିଲର କ୍ରାଇମ ସ୍ପଟ ପାଲଟିଲାଣି କଟକ । ସହରରେ ବଢୁଛି ବେଆଇନ ବନ୍ଧୁକ କାରବାର । ଅପରାଧ କରିବା ଉଦେଶ୍ୟରେ ବାହାର ରାଜ୍ୟରୁ ଆସୁଛି ବନ୍ଧୁକ । ୮ ମାସରେ ୬୦ରୁ ଅଧିକ ଅପରାଧି ଗିରଫ ।
#Cuttack #CrimeSpot #Crime #Illegal #gunddealers #Criminals #Arrested #Gangster #CommissioneratePolice #ImranKhan #ArgusNews