ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଦୋକାନ । 3 ଟି ବାଇକ ରେ 6 ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଆସି ଲୁଟି ନେଲେ ସୁନା ଦୋକାନ। ଖୋର୍ଦ୍ଧା ଧଳାପଥର ବଜାରରେ ଥିବା ନାରାୟଣୀ ଜୁଏଲାରୀରେ ବୋମା ମାଡ଼ କରି ବନ୍ଧୁକ ଦେଖାଇ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୂଟି ନେଇଛନ୍ତି ଦୁର୍ବୁତ୍ତ ଖବର ପାଇ ବେଗୁନିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି
#Khordha #Jewelleryshop #Odisha #ArgusNews